ବେଦବ୍ୟାସ, ୩୧ ।୭ : ରାଉରକେଲା ପୋଲିସ ଜିଲ୍ଲା ଅଧିନରେ ଥିବା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର କଲୁଙ୍ଗା ନିକଟରେ ଥିବା ମାରେଙ୍ଗପିଡି ଗ୍ରାମ ନିକଟରେ ଗତକାଲି କେତେକ ଲୋକ ଗୋଟିଏ ଗାଈକୁ କାଟି ମାଂସ ବାହାର କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ମୋହିତ କୁମାର ଏବଂ ଶଙ୍କର ସମେତ ଅନ୍ୟ ସହଯୋଗୀମାନେ ପହଞ୍ôଚ ଯାଇଥିଲେ । ବଜରଙ୍ଗ ଦଳର କର୍ମୀମାନଙ୍କୁ ଦେଖି ସମସ୍ତେ ପଳାଇ ଯାଇଥିବାବେଳେ ଗଣୋ ବାର୍ଲା ଏବଂ ଚମ୍ପା ଓରାମ ନାମକ ଦୁଇ ଜଣ ବ୍ୟକ୍ତି ଧରାପଡିଯାଇଥିଲେ । ପରେ ବଜରଙ୍ଗ ଦଳ କର୍ମୀମାନଙ୍କଠାରୁ ଖବର ପାଇ ପୋଲିସ ପହଞ୍ôଚ ୨ ଜଣ ଯାକ ଅଭିଯୁକ୍ତକୁ ଗିରଫ କରିବା ସହିତ ଗାଈର ମାଂସର ନମୁନା ପରୀକ୍ଷା ପାଇଁ ନେବା ପରେ କଟାଯାଇଥିବା ଗାଈଟିକୁ ମାଟିରେ ପୋତି ଦେଇଥିଲେ । ପୋଲିସ ଏନେଇ କେସ ନମ୍ବର ୧୫୫/ ୩୦-୭- ୧୮ ଭାରତୀୟ ଦଣ୍ଡ ବିଧାନ ଆଇନର ଧାରା ୨୯୪, ୫୦୬, ୪୨୯, ୪୩ ଏବଂ ଗୋହତ୍ୟା ନିବାରଣ ଆଇନର ଥାରା ୭(୧)ରେ ଏକ କେସ ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି ।
Tuesday 31 July 2018
ଗୋ ହତ୍ୟା ଅଭିଯୋଗରେ ୨ ଗିରଫ

Monday 23 July 2018
देश में मुसलमानों की तुलना में ‘गाय’ ज्यादा सुरक्षित है : शशि थरूर
July 23, 2018
भीडद्वारा हत्या पर शशि थरूर का बेतुका वक्तव्य
नई दिल्ली : अपनी बेबाक टिप्पणियों के लिए पहचाने जाने जाने वाले कांग्रेस के वरिष्ठ नेता शशि थरूर ने इस बार मॉब लिंचिंग को लेकर अपने एक लेख में उन्होंने लिखा है, कि इस देश में कई जगहों पर तो मुसलमान होने से बेहतर गाय होना है। अभी कुछ दिन पहले उन्होंने भारत को हिंदू पाकिस्तान बनने की बात कही थी।
अंग्रेजी समाचारपत्र में लिखे एक लेख में थरूर ने यह टिप्पणी की है। उन्होंने लिखा है कि, गृहमंत्री राजनाथ सिंह ने भाजपा शासन में मॉब लिंचिंग बढने की घटनाओं से इनकार किया है। और केंद्रीय मंत्री मुख्तार अब्बास नकवी कहते हैं कि देश में पिछले ४ वर्षों में कोई बड़ा सांप्रदायिक दंगा नहीं हुआ है। दोनों ही नेता गलत हैं।
उन्होंने लिखा है कि जब से भाजपा सत्ता में आई है, हिंदुत्व का झंडा लेकर चलने वाली ताकतों की वजह से देश में कई जगह हिंसाएं हुई हैं। २०१४ के बाद से अब तक अल्पसंख्यक विरोधी हिंसाओं में ३८९ लोग मारे जा चुके हैं और सैकडों घायल हुए हैं।
शशि थरूर ने लिखा है कि, पिछले ८ वर्षों में गोहत्या से संबंधित ७० हिंसक घटनाएं हुई हैं, जिनमें से ९७ फीसदी यानी ७० में से ६८ घटनाएं भाजपा के शासन में हुई हैं। इन घटनाओं में 28 लोग मारे जा चुके हैं और १३६ लोग घायल हुए हैं। इन घटनाओं में ८६ फीसदी शिकार लोग मुस्लिम हैं। थरूर ने लिखा है कि गोभक्तों के निशाने पर केवल मुस्लिम ही नहीं रहे हैं, दलित भी उनका शिकार बने हैं। उन्होंने लिखा है कि गृह मंत्रालय के राष्ट्रीय अपराध रिकॉर्ड ब्यूरो (एनसीआरबी) के रिकॉर्ड बताते हैं कि २०१४ से २०१६ के बीच देशभर में २८८५ सांप्रदायिक दंगे हुए हैं।
स्त्रोत : जी न्यूज
Monday 2 July 2018
ଗୋ ଚାଲାଣକୁ ନେଇ ଉତ୍ତେଜନା
ବୀରମିତ୍ରପୁର, ୨ ।୭ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଞ୍ଚଳର ତଲସମରା ଗ୍ରାମ ଦେଇ କିଛି ଲୋକମାନେ ୭୦/୮୦ ଟି ଗାଈକୁ ଚାଲାଣ କରାଇ ହାତିବାଡି ନୂଆଁଗାକୁ ନେଉଥିବା ବେଳେ ହିନ୍ଦୁ ସେନାର କର୍ମୀମାନେ ଅଟକାଇଥିଲେ । ଗାଈ ନେଇଥିବା ଲୋକମାନେ କୌଣସି କାଗଜ ଦେଖାଇ ନପାରିବାରୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏ ସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ଗାଈ ନେଉଥିବା ଲୋକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
Subscribe to:
Posts (Atom)