ବୀରମିତ୍ରପୁର, ୨ ।୭ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଞ୍ଚଳର ତଲସମରା ଗ୍ରାମ ଦେଇ କିଛି ଲୋକମାନେ ୭୦/୮୦ ଟି ଗାଈକୁ ଚାଲାଣ କରାଇ ହାତିବାଡି ନୂଆଁଗାକୁ ନେଉଥିବା ବେଳେ ହିନ୍ଦୁ ସେନାର କର୍ମୀମାନେ ଅଟକାଇଥିଲେ । ଗାଈ ନେଇଥିବା ଲୋକମାନେ କୌଣସି କାଗଜ ଦେଖାଇ ନପାରିବାରୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏ ସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ଗାଈ ନେଉଥିବା ଲୋକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
No comments:
Post a Comment