ରାଜଗାଙ୍ଗପୁର, ୧୩ ।୮ : ରାଉରକେଲାରୁ ସୁନ୍ଦରଗଡ ଅଭିମୁଖେ ଯାଉଥିବା ଗରିବ ରଥ ନାମକ ଯାତ୍ରୀବାହୀ ବସ ନମ୍ବର ଓଆର ୧୪ ଡବ୍ଲ୍ୟୁ-୫୫୦୪ଟି ରାଜଗାଙ୍ଗପୁରୁ ଥାନା ଅଞ୍ଚଳର ଦାମପାଲ୍ଲୀ ବାଇପାସ ଛକ ନିକଟରେ ପହଞ୍ôଚବା କ୍ଷଣି ରାଜଗାଙ୍ଗପୁର ଥାନା ଅଞ୍ଚଳର ପୌରପାଳିକା ଅଧିନରେ ଥିବା ତଲକିପଡାରେ ରହୁଥିବା ମହମ୍ମଦ ଇପ୍ତକାର ଅଞ୍ଜୁନ (୪୯) ନାମକ ଜଣେ ମୁସଲମାନ ବ୍ୟକ୍ତି ୨ଟି ଏୟାର ବ୍ୟାଗରେ ପ୍ରାୟ ୨୫/୩୦ କେଜି ଓଜନର ଗାଈ ମାଂସ ଭର୍ତ୍ତି କରି ବସରେ ଚଢିଥିଲା । ବେଆଇନ ଭାବେ ଗୋମାଂସ ଚାଲାଣ ସମ୍ବନ୍ଧରେ ଖବର ପାଇ ରାଜଗାଙ୍ଗପୁର, କୁତ୍ରା ଏବଂ ଝାରବେଡା ଅଞ୍ଚଳରେ ଥିବା ବଜରଙ୍ଗ ଦଳର କର୍ମୀମାନେ ନିଜ ମାଧ୍ୟମରେ ସମନ୍ୱୟ ରକ୍ଷା କରି ବସଟି କୁତ୍ରା ବସ ଅଟକାଇ ବସର ପଛ ଡିଙ୍କିରେ ଲଦା ହୋଇଥିବା ଗାଈ ମାଂସ ଭର୍ତ୍ତି ୨ଟି ଏୟାର ବ୍ୟାଗକୁ କାଢି ଖୋଲିବା ପରେ ସେଥିରେ ଗୋ ମାଂସ ଥିବା ଜଣାପଡିଥିଲା । ଏତିକି ବେଳେ ଗୋ ମାଂସ ନେଇ ଯାଉଥିବା ଇପ୍ତକାର ଦୌଡି ପଳାଇବା ପାଇଁ ଚେଷ୍ଟା କରୁଥିବାବେଳେ ସାଧାରଣ ଜନତାଙ୍କ ସହାୟତାରେ ବଜରଙ୍ଗ ଦଳର କର୍ମୀମାନେ କାବୁ କରିନେଇଥିଲେ । ପରେ ଏସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ଗାଈ ମାଂସକୁ ଜବତ କରିବା ସହିତ ଯାତ୍ରୀବାହୀ ବସକୁ ମଧ୍ୟ ଜବତ କରିଥିଲା । ତତ୍ସଙ୍ଗେ ଗୋମ ମାଂସ ଚାଲାଣକାରୀ ଅଞ୍ଜୁମକୁ ମଧ୍ୟ ଗିରଫ କରିଥିଲା । ପୋଲିସର ଅନୁରୋଧକ୍ରମେ ପଶୁ ଡାକ୍ତର ଡଃ ହିମାଂଶୁ ଶେଖର ସାହୁ ଆସି ଜବତ ହୋଇଥିବା ମାଂସକୁ ପରୀକ୍ଷା କରି ଏହା ଗୋମ ମାଂସ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ କି କିଛି ଦିନ ତଳେ ଏହି ଜମପାଲି ନିକଟ ଦେଇଯାଇଥିବା ବିଜୁ ଏକ୍ସପ୍ରେସ ହାଇୱେରେ ସୁନ୍ଦରଗଡରୁ ରାଉରକେଲା ଆସୁଥିବା ରାଜା ଗୋଲ୍ଡ ନାମକ ଏକ ଯାତ୍ରୀବାହୀ ବସର ଚାଳକ ରାସ୍ତାରେ ଯାଉଥିବା ଏକ ଗାଈକୁ ନା କେବଳ ଧକ୍କା ମାରିଥିଲା । ଗାଈଟିକୁ ଆଗଚକା ତଳେ ପ୍ରାୟ ଅଧେ କି.ମି. ଘୋଷାଡି ନେଇଥିଲା । ଗାଈଟି ଚିକିତ୍ସା ସତ୍ୱେ ଚାଳକ ଗାଡି ଅଟକାଇଥିଲା । ତେବେ ରାସ୍ତାରେ ଯାଉଥିବା ସାଧାରଣ ଜନତା ଗାଡି ଚକା ତଳେ ଘୋଷାଡି ହେଉଥିବା ଗାଈଟିର ଚିକ୍ରାର ଶୁଣି ବସକୁ ଅଟକାଇ ଗାଈକୁ ଉଦ୍ଧାର କରିଥିଲେ ।
Monday, 13 August 2018
ଯାତ୍ରୀବାହୀ ବସରେ ଗୋମାଂସ ଚାଲାଣକୁ ନେଇ ଉତ୍ତେଜନା

Subscribe to:
Post Comments (Atom)
No comments:
Post a Comment