Sunday, 28 October 2018
ଗୋ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଓଡିଶା ସୁରକ୍ଷା ସେନାର ଧାରଣା
Saturday, 6 October 2018
गोरक्षा पर मंत्री रामदास आठवले का बयान, ‘गौरक्षा के नाम पर मुसलमानों पर अत्याचार हुए हैं !´
October 6, 2018
नई देहली : रिपब्लिकन पार्टी ऑफ इंडिया के अध्यक्ष और केंद्र सरकार में मंत्री रहे रामदास आठवले ने कहा है कि केंद्र में एनडीए की सरकार बनने के बाद गाय के नाम पर मुसलमानों को तंग किया गया और उन पर अत्याचार हुआ है। आठवले ने कहा कि, वो चाहते हैं कि मुसलमानों को गौरक्षा में आगे आकर हिस्सेदारी करनी चाहिए, जो कि हिन्दुओं को भी अच्छा लगेगा और इससे भाईचारा बढेगा !
शुक्रवार को उत्तर प्रदेश के मुख्यमंत्री योगी आदित्यनाथ पर आधारित एक किताब ‘मुसलमान और योगी आदित्यनाथ’ का विमोचन करते हुए केंद्रीय सामाजिक न्याय एवं अधिकारिता राज्यमंत्री आठवले ने कहा कि कुछ मुसलमानों के साथ गौरक्षा के नाम पर ज्यादती हुई है !
आठवले ने कहा, मोदी सरकार के सत्ता में आने के बाद गौरक्षा के नाम पर उत्पात मचाया गया। कुछ मुस्लिमों को अत्याचारों का सामना करना पडा परंतु मुस्लिमों को भी गाय की रक्षा करनी चाहिए क्योंकि हिन्दू गाय को मां मानते हैं और उसकी पूजा करते हैं !
आठवले ने इस दौरान कहा कि वो हमेशा से हिन्दुओं और मुसलमानों में एकता के तरफदार रहे हैं। उन्होंने कहा कि भारत को मजबूत देश बनाने के लिए यह जरूरी है कि हिन्दु मुसलमान शान्ति से साथ रहें क्योंकि दोनों समुदाय अगर लडेंगे तो भारत कमजोर हो जाएगा। आठवले ने कहा कि प्रधानमंत्री नरेद्र मोदी और यूपी के सीएम आदित्यनाथ मुस्लिम विरोधी नहीं हैं ! प्रधानमंत्री ने हमेशा सबका साथ सबका विकास की बात की है !
स्रोत : वन इंडिया
Tuesday, 2 October 2018
ବେଆଇନ ଗୋ ଚାଲାଣକୁ ନେଇ ଅସୁରାଳିରେ ଉତେଜନା
ଭଦ୍ରକ, : ବେଆଇନ ଗୋରୁ ଚାଲାଣକୁ ନେଇ ଭଦ୍ରକ ଜିଲ୍ଲାରେ ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷ ଶନିବାର ରାତିରେ ଉଗ୍ରରୂପ ନେଇଛି । ଧାମନଗର ବ୍ଲକର ଅସୁରାଳି ଠାରେ ଉତ୍ୟକ୍ତ ଲୋକେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସାତୋଟି ଗୋରୁ ଗାଡ଼ିକୁ ଅଟକାଇ ଭାଙ୍ଗିରୁଜି ଦେଇଥିବା ବେଳେ ଗୋଟିଏ ଗାଡ଼ିକୁ ଜାଳି ଦେଇଥିବା ଜଣାଯାଇଛି । ଗାଡ଼ି ମଧ୍ୟରୁ ୧୮୦ରୁ ଅଧିକ ଗୋରୁକୁ ଫିଟାଇ ଦିଆଯାଇଥିବା ବେଳେ ଦୟନୀୟ ଭାବେ ବନ୍ଧା ହୋଇଥିବା ଦୁଇଟି ଗାଈଙ୍କର ମୃତ୍ୟୁ ଘଟିଛି । ୧୫ଟି ଗାଈର ଅବସ୍ଥା ଗୁରୁତର ରହିଛି । ଏହି ଘଟଣାକୁ କେନ୍ଦ୍ର କରି ଅସୁରାଳି ବଜାରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିବା ସ୍ଥଳେ ଉତ୍ୟକ୍ତ ଲୋକେ ଭଦ୍ରକ-ଆଖଣ୍ଡଳମଣୀ ରାଜ୍ୟ ରାଜପଥର ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦାବି ନେଇ ରାସ୍ତାରୋକ କରିଥିଲେ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ପନ୍ଦରବାଟିଆ ଓ ପାୟାସାହି ଅଂଚଳରୁ ବର୍ଷ ବର୍ଷ ଧରି ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି । ଗତ ଗୁରୁବାର ଦିନ ଚୋରାରେ ବାହାରକୁ ଏକ ପିକ୍ଅପରେ ୬ଟି ଷଣ୍ଢକୁ ଚାଲାଣ କରାଯାଉଥିବା ବେଳେ ଅସୁରାଳି ଠାରେ ସ୍ଥାନୀୟ ଲୋକେ ଏହାକୁ ଧରି ଧୂଷୁରୀ ପୋଲିସର ଜିମା ଦେଇଥିଲେ । ଏହାକୁ ନେଇ ଚାପା ଅସନ୍ତୋଷ ଲାଗି ରହିଥିବା ବେଳେ ଗତକାଲି ରାତି ପ୍ରାୟ ୧.୩୦ ସମୟରେ ସାତୋଟି ପିକଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଅସୁରାଳି ବଜାର ଉପରେ କିଛି ଲୋକ ଏହାକୁ ଅଟକ ରଖିଥଲେ । ଗୋଟିଏ ପିକଅପ ଭ୍ୟାନରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ୩୦ରୁ ୩୫ ଟି ଗୋରୁଙ୍କୁ ତଳ ଉପର କରି ଝୁଲାଇ ବାନ୍ଧି ନିଆଯାଉଥିବା ବେଳେ ଉତ୍ୟକ୍ତ ଲୋକେ ଗାଡ଼ି ମଧ୍ୟରୁ ଏମାନଙ୍କୁ ଉଦ୍ଧାର କରି ଛାଡ଼ି ଦେଇଥିଲେ । ଗାଡ଼ିକୁ ଲୋକେ ଅଟକାଇ ଦେବାରୁ ଡ଼୍ରାଇଭର ଓ ସହଯୋଗୀ ମାନେ ଘଟଣା ସ୍ଥଳରୁ ଖସି ଯାଇଥିଲେ । ଚାଲାଣ ବେଳେ ଉଦ୍ଧାର ଗାଈ ଗୋରୁ ମଧ୍ୟରୁ ଦୁଇଟିର ମୃତ୍ୟୁ ଘଟିଥିବା ଦେଖବାକୁ ମିଳିଥିଲା । ଗୋ ଚାଲାଣ ହେଉଥିବା ସାତୋଟି ପିକଅପ ଭ୍ୟାନ ଓଡ଼ି-୦୪ଡ଼ି୪୦୧୯, ଓଡ଼ି-୦୪କେ-୪୪୧୧, ଓଡ଼ି-୨୨ଜେ-୩୮୦୬, ଓଡ଼ି୨୨ଏ-୫୮୩୯, ଓଆର-୦୪ଏଫ- ୯୩୯୬, ଓଆର-୦୧ଏଚ୭୪୦୪ ଏବଂ ଓଆର-୦୧ଏଫ- ୩୯୮୬କୁ ବଜାର ମଝିରେ ଲୋକେ ଭଙ୍ଗାରୁଜା କରିଥିଲେ । ଏଥି ମଧ୍ୟରୁ ଗୋଟିଏ ଗାଡ଼ିକୁ ଜାଳି ଦେଇଥିଲେ । ଧାମନଗରରୁ ଦମକଳ ଆସି ନିଆଁକୁ ଲିଭାଇଥିଲା । ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ କବଳରୁ ଗାଡ଼ିକୁ ରକ୍ଷା କରିପାରିନଥିଲା । ଖବର ଜଣା ପଡ଼ିବା ପରେ ସକାଳୁ ଅସୁରାଳି ବଜାର ଅଂଚଳ ଲୋକାରଣ୍ୟ ହୋଇ ଯାଇଥିଲା । ପୋଲିସର ନିଷ୍କ୍ରିୟିତା ଯୋଗୁଁ ବେଆଇନ ଗୋ ଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ କରି ଶହଶହ ଲୋକ ଏଠାରେ ରାସ୍ତା ଉପରେ ବସି ରହି ଭଦ୍ରକ-ଆରଡ଼ି ସଡ଼କକୁ ଅବରୋଧ କରି ଦେଇଥିଲେ । ସ୍ଥିତି କ୍ରମଶଃ ବିଗୁଡ଼ୁଥିବାରୁ ଘଟଣା ସ୍ଥଳରେ ୨ ପ୍ଳାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଧାମନଗର ଉପଖଣ୍ଡ ପୋଲିସ ଅଧିକାରୀ ୍ମନୋରଂଜନ ସାମଲ, ମାଜିଷ୍ଟ୍ରେଟ ଭାବେ ଭଣ୍ଡାରିପୋଖରୀ ତହସିଲଦାରପ୍ରଣୟ କୁମାର ଜେନା, ଧୂଷୁରୀ ଆଇଆଇସି ରାମ କୁମାର ମୁର୍ମୁ, ଧାମନଗର ଆଇଆଇସି ବନ୍ଦନା ପାତ୍ର,ଏସଆଇ ଗୟାଧର ବେହେରା ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇ ପଡ଼ି ରହିଥିବା ଗୋରୁ ମାନଙ୍କର ଚିକିତ୍ସା ସ୍ଥାନୀୟ ଲୋକଙ୍କ ସହାୟତାରେ କରାଇଥିଲେ । ଦୀର୍ଘ ସମୟର ଉତେଜନା ଏବଂ ରାସ୍ତା ଅବରୋଧ ହେତୁ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା । ସ୍ଥାନୀୟ ବଣିକ ସଂଘର କର୍ମକର୍ତା, ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦିଗରେ ଦୃଢ ପଦକ୍ଷେପ ନେବାର ପ୍ରତିଶୃତି ଦେବା ପରେ ରବିବାର ପୂର୍ବାହ୍ନ ୧୧ ବେଳେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ମଧ୍ୟପ୍ରଦେଶରେ ଗଠିତ ହେବ ଗୋ-ମନ୍ତ୍ରଣାଳୟ
ଭୋପାଳ, ୧/୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଚଳିତ ଥରେ ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ହୋଇଛି । ଏହିକ୍ରମରେ ଶାସନକୁ ଆସିଲେ ରାଜ୍ୟବ୍ୟାପୀ ଗୋଶାଳା ନିର୍ମାଣ କରିବ ବୋଲି କଂଗ୍ରେସ ଘୋଷଣା କରିଥିବାବେଳେ ଶାସକ ବିଜେପି ଗୋ ମନ୍ତ୍ରଣାଳୟ ଗଠନ କରିବ ବୋଲି ଘୋଷଣା କରିଛି । ରବିବାର ମଧ୍ୟପ୍ରଦେଶର ଦୁଇଟି ପୃଥକ ପୃଥକ ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ଏହି ଘୋଷଣା କରିଛନ୍ତି । ଖଜୁରାହୋର ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି ଶିବରାଜ କହିଛନ୍ତି ଯେ, ପ୍ରଦେଶରେ ଗୋରକ୍ଷା ବୋର୍ଡ ଗଠିତ ହୋଇଛି । ଏହି ବୋର୍ଡକୁ ମନ୍ତ୍ରଣାଳୟରେ ପରିବର୍ତ୍ତନ ରକି ଏକ ପୂଣ୍ଣ ଗୋମନ୍ତ୍ରାଳୟ ଗଠନ କରିବାକୁ ଯୋଜନା କରୁଛୁ । ସାଗର ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶିବରାଜ କହିଥିଲେ ଯେ, ଏବେ ଗୋ-ମନ୍ତ୍ରାଳୟ ଗଠନ କରାଯିବ । ଏହାଦ୍ୱାରା ଗୋମାତା ଓ ଗୋବଂଶର ସୁରକ୍ଷା ହୋଇପାରିବ । ଏହାସହ ବିଜେପି ପ୍ରଦେଶର ବିଭିନ୍ନ ସ୍ଥାନରେ ଗୋଶାଳା ନିମୟାର କରିବ ବୋଲି ସେ କହିଛନ୍ତି । ଉଲ୍ଲେଖଥାଉ କି, ଶିବରାଜଙ୍କ ଏହି ଘୋଷଣା ପୂର୍ବରୁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇଥିବା ସ୍ୱାମୀ ଅଖିଳେଶ୍ୱରନନ୍ଦ ଗୋ ମନ୍ତ୍ରାଳୟ ଗଠନ ପାଇଁ ଦାବି କରିଥିଲେ । ସ୍ୱାମୀ ଅଖିଳେଶ୍ୱରନନ୍ଦଙ୍କ ଏହି ଦାବିକୁ ଜନସମର୍ଥନ ମିଳିବା ପରେ ଶାସନକୁ ଆସିଲେ କଂଗ୍ରେସ ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଶାଳା ନିର୍ମାଣ କରିବ ବୋଲି ଗତ ସେପ୍ଟେମ୍ବର ୨ରେ ଘୋଷଣା କରିଥିଲା । ଏବେ ବିଜେପି ପକ୍ଷରୁ ଗୋ ମନ୍ତ୍ରାଳୟ ଗଠନ ନେଇ ଘୋଷଣା କରାଯାଇଛି । ଫଳରେ ମଧ୍ୟପ୍ରଦେଶରେ ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି ।
Monday, 1 October 2018
मध्य प्रदेश सरकार बनाएगी गौ-मंत्रालय – शिवराज सिंह चौहान की घोषणा
October 2, 2018
मध्य प्रदेश के मुख्यमंत्री शिवराज सिंह चौहान ने गौ-मंत्रालय बनाने का ऐलान किया है। उन्होंने कहा कि अब गायों के लिए बोर्ड नहीं सीधा मंत्रालय बनेगा। पूरे राज्य में जहां जमीन मिलेगी वहां गो अभ्यारण्य और गौशालाओं का जाल बिछाया जाएगा।
जन आशीर्वाद यात्रा के दौरान सागर में एक जनसभा को संबोधित करते हुए मुख्यमंत्री शिवराज सिंह चौहान ने कहा कि गौमाता और गौवंशों का कल्याण किया जाएगा। इस काम के लिए समाज का सहयोग भी चाहिए। इस दौरान जनता की अन्य मांगों पर उन्होंने लोगों से पूछा कि आगे भी वे सत्ता में रहेंगे कि नहीं रहेंगे। जनता के हां में जवाब देने पर सीएम ने आश्वासन दिलाया कि सभी मांगें पूरी कर दी जाएंगी।
Friday, 21 September 2018
गाय को ‘राष्ट्रमाता’ घोषित करने वाला देश का पहला राज्य बना उत्तराखंड
September 21, 2018
देहरादून : गाय को राष्ट्रमाता घोषित करने वाला उत्तराखंड देश का पहला ऐसा राज्य बन गया है। विधानसभा में यह बिल पास हो गया है और अब इसे केंद्र के पास अप्रूवल के लिए बढाया गया है। उत्तराखंड की पशुपालन मंत्री रेखा आर्य ने उत्तराखंड विधानसभा में बिल पेश किया था। उन्होंने कहा, ‘हम सभी (विपक्ष और सत्ता) गाय के महत्व को जानते हैं। न केवल भारत बल्कि दूसरे देशों में इसका सम्मान किया जाता है।’
उन्होंने आगे कहा, ‘धार्मिक ग्रन्थों में भी, हमें गाय का उल्लेख मिलता है और कहा जाता है कि इसके शरीर ३३ करोड देवताओं का वास होता है। अगर गाय को राष्ट्रमाता का दर्जा मिल जाता है तो इनकी सुरक्षा के लिए उचित कदम उठाए जाएंगे ताकि गोवध बंद हो सके।’
‘गाय की सुरक्षा सुनिश्चित की जाए’
उन्होंने आगे कहा कि इसके अलावा, कई लोगों के लिए गाय कमाई का जरिया भी है और लोग जीविकोपार्जन के लिए इस पर निर्भर हैं। देहरादून के मेयर विनोद चंबोली समेत भाजपा के कई नेताओं ने प्रस्ताव पर लोगों की एकजुटता बढाने के लिए प्रयास किया। उन्होंने कहा, ‘अब समय आ गया है कि गाय की सुरक्षा सुनिश्चित की जाए।’
हालांकि उत्तराखंड में विपक्ष की नेता इंदिरा हृदयेश ने कहा, ‘हम सभी गाय का सम्मान करते हैं परंतु मैं यह समझने में असमर्थ हूं कि भाजपा गाय को राष्ट्र माता घोषित करके क्या साबित करना चाहती है ? प्रदेश के गोशाले बुरी स्थिति में हैं और बूढे होने के बाद गायों को लोग छोड देते हैं। प्रदेश में पशुचिकित्सकों की भी कमी है।’
‘गायों की स्थिति पर सरकार को ध्यान देना चाहिए’
उन्होंने कहा कि, प्रस्ताव लाने के बजाय भाजपा यह सुनिश्चित करना चाहिए कि कोई भी बछडा मारा न जाए, गायों को उचित भोजन मिले, गोशालों की स्थिति ठीक हो और बुजुर्ग जानवरों के लिए उचित बंदोबस्त कराया जाए। भाजपा, कांग्रेस और निर्दलीय विधायकों के विचार सुनने के बाद विधानसभा स्पीकर प्रेम चंद अग्रवाल ने वोटिंग के आधार पर प्रस्ताव पारित किया।
स्त्रोत : नवभारत टाइम्स
Thursday, 20 September 2018
ରାଜ୍ୟରେ ଗୋସମ୍ପଦ ହ୍ରାସ ପାଉଛି
ଭୁବନେଶ୍ୱର : ଭାରତ ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ୫ ବର୍ଷରେ ଥରେ ପଶୁଧନ ଗଣନା ହୋଇଥାଏ । କୋରାପୁଟ ଜିଲ୍ଲା ସମେତ ରାଜ୍ୟରେ ୨୦୦୭ ଓ ୨୦୧୨ ମସିହାରେ ପଶୁଧନ ଗଣନା ହୋଇଥିଲା । ଉକ୍ତ ଗଣନା ଅନୁଯାୟୀ ରାଜ୍ୟରେ ଗୋମହିଷାଦିଙ୍କ ସଂଖ୍ୟା ୨୦୦୭ ବର୍ଷରେ ୧,୪୯,୩୮,୫୭୯ ଓ ୨୦୧୨ ବର୍ଷରେ ୧,୨୩,୪୭,୫୭୮ ଥିଲା । କୋରାପୁଟ ଜିଲ୍ଲାରେ ୨୦୦୭ ଗଣନା ଅନୁଯାୟୀ ୫,୭୯,୧୮୫ ଗୋମହିଷାଦି ଥିବାବେଳେ ୨୦୧୨ ମସିହାରେ ୫,୪୮,୧୭୫ ଗୃହପାଳିତ ପଶୁ ଅଛନ୍ତି । ବ୍ୟାପକ କୃଷି ଯନ୍ତ୍ରର ବ୍ୟବହାର, ଶିଳ୍ପାୟନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରସାର ଏବଂ ଚାରଣ ଭୂମିର ହ୍ରାସ ଯୋଗୁଁ ଗୃହପାଳିତ ପଶୁଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ସେହି ଅନୁସାରେ କୋରାପୁଟ ଜିଲ୍ଲାରେ ୨୦୦୭ ରୁ ୨୦୧୨ ମଧ୍ୟରେ ୫.୩୫ ପ୍ରତିଶତ ଗୃହପାଳିତ ପଶୁଙ୍କ ସଂଖ୍ୟା ହ୍ରାସ ପାଇଅଛି ବୋଲି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କର ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ଶ୍ରୀ ମହାରଥି କହିଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଗାଈଗୋରୁଙ୍କୁ ଆନ୍ଧ୍ରପ୍ରଦେଶକୁ ଚଲାଇ ଚଲାଇ ନେବାର ଖବର ସରକାରଙ୍କ ହସ୍ତଗତ ହୋଇନାହିଁ । କୋରାପୁଟ ଜିଲ୍ଲା ସମେତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜୀବ ନିଷ୍ଠୁରତା ନିରୋଧ ସମିତି ଗଠନ କରାଯାଇ ଜୀବମଙ୍ଗଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଆଇନ୍ ଅନୁଯାୟୀ ପ୍ରାଣୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପଦକ୍ଷେପ ନିଆଯାଉଅଛି । ପ୍ରତି ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲା ସମିତି ଅଧ୍ୟକ୍ଷ ଭାବେ ଆରକ୍ଷୀ ଅଧିକ୍ଷକ ଉପାଧ୍ୟକ୍ଷ ଭାବେ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅବୈତନିକ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।
Wednesday, 29 August 2018
ଗୋ-ଚାଲାଣ ନେଇ ରାଜ୍ୟପାଳଙ୍କ ଚିନ୍ତା ପରେ ସରକାରଙ୍କ ନିଦ ଭାଙ୍ଗିଲା
ଭୁବନେଶ୍ୱର , ୨୮/୮ସମଗ୍ର ରାଜ୍ୟରୁ ହେଉଥିବା ବେଆଇନ ଗୋ ଚାଲାଣକୁ ନେଇ ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚିନ୍ତା ବ୍ୟକ୍ତ କରିବା ପରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଗୋ ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ତଃରାଜ୍ୟ ଫାଟକ ଗୁଡିକରେ ଯାଞ୍ଚ କାର୍ଯ୍ୟ କଡା କଡି କରିବାକୁ ମଧ୍ୟ କୁହାଯାଇଛି । ଗୋ ଚାଲାଣକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ପୁଲିସକୁ ସତର୍କ ରହିବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ବିଭାଗୀୟ ସକ୍ରିୟତା ଉପରେ ଗୁରୁତ୍ୱ ଦେଇଛି । ନିକଟରେ ଟିଟୋ ଗ୍ୟାଙ୍ଗର ଜଣେ ଦୁର୍ଦ୍ଦାନ୍ତ ଅପରାଧି ବଟୁ ଗିରଫ ହେବା ପରେ ସେ କିପରି ଓଡିଶାର ବିଭିନ୍ନ ଜିଲ୍ଲାରୁ ଗୋ ଚାଲାଣ କରିଥାଏ ତାହା ସମ୍ମୁଖକୁ ଆସିଥିଲା । ଗୋ ଚାଲାଣ କରି ସେ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କା ରୋଜଗାର କରୁଥିବା ଅନୁଧ୍ୟାନ ସମୟରେ ଜଣାପଡିଥିଲା ।
Tuesday, 28 August 2018
Saturday, 25 August 2018
Friday, 24 August 2018
कोलकाता उच्च न्यायालय की ममता सरकार को फटकार, ‘सार्वजनिक जगहों पर न हो पशु वध‘
August 24, 2018
कोलकाता : कोलकाता उच्च न्यायालय ने पश्चिम बंगाल सरकार को यह सुनिश्चित करने के निर्देश दिए हैं कि किसी सार्वजनिक स्थल पर पशुओं का वध नहीं हो ! उच्च न्यायालय ने राज्य सरकार के अधिकारियों को ऐसे जरूरी कदम उठाने के भी निर्देश दिए जिससे अगले साल बकरीद से पहले पश्चिम बंगाल पशु वध नियंत्रण कानून-१९५० के प्रावधानों पर अमल सुनिश्चित हो !
उच्च न्यायालय ने यह भी निर्देश दिया है कि आगामी वर्ष बकरीद से पूर्व लगातार विज्ञापन प्रकाशित किए जाएं कि सार्वजनिक जगहों पर पशुओं का वध नहीं किया जाए। एक जनहित याचिका पर न्यायालय के पहले के एक आदेश के सिलसिले में राज्य सरकारद्वारा दाखिल एक संशोधन आवेदन पर आदेश पारित करते हुए उच्च न्यायालय के मुख्य न्यायाधीश जे भट्टाचार्य की अध्यक्षतावाली खंडपीठ ने हैरत जताई कि राज्य सरकार के पास ६८ साल पुराने कानून के प्रावधानों को लागू कराने की मशीनरी नहीं है !
पीठ ने कहा कि किसी ने निश्चित तौर पर अपेक्षा की होगी कि इस समय तक राज्य सरकार के पास एक ऐसी मशीनरी होगी ताकि १९५० के उक्त कानून के प्रावधानों को लागू किया जा सके। कोर्ट ने महाधिवक्ता किशोर दत्ता की ओर से दायर संशोधन आवेदन को मंजूर कर लिया ताकि कानून के प्रावधानों पर इस साल की बजाय अगले साल बकरीद से पहले अमल सुनिश्चित किया जा सके !
स्त्रोत : जागरण
ବେଆଇନ ଗୋ-ଚାଲାଣ ପ୍ରସଙ୍ଗ: ମାମଲାରେ ବିଶ୍ୱ ଗୋ-ସୁରକ୍ଷା ବାହିନୀ ପକ୍ଷଭୁକ୍ତ
କଟକ, ୨୪/୮ ରାଜ୍ୟରେ ଚାଲିଥିବା ବେଆଇନ ଗୋ ଚାଲାଣକୁ ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ବାରମ୍ବାର ବିରୋଧ କରାଯିବା ସତ୍ତେ୍ୱ ଚାଲାଣକାରୀମାନେ ଅବାଧରେ କଟକ ସହର ଓ ରାଜ୍ୟ ବାହାରର କଂସେଇଖାନାକୁ ଗୋ ଚାଲାଣ କରୁଛନ୍ତି । ଏଥିପାଇଁ ବାହିନୀ ପକ୍ଷରୁ ଅଦାଲତର ଆଶ୍ରୟ ନିଆଯାଇଥିବା ବେଳେ ଏହି କାର୍ଯ୍ୟକଳାପ ଚାଲିଥିବା ପରିଲକ୍ଷିତ ହୋଇଛି । ବାଦାମବାଡିରୁ ଜବତ କରାଯାଇଥିବା ଏକ ଗୋରୁ ବୋଝେଇ ଗାଡି ମାମଲାରେ ଏସଡିଜେଏମ କୋର୍ଟ ବିଶ୍ୱ ଗୋସୁରକ୍ଷା ବାହିନୀର ରାଜ୍ୟ ସଭାପତି ଆଇନଜୀବୀ ସୁରେଶ କୁମାର ପଣ୍ଡା ପକ୍ଷଭୁକ୍ତ କରିଛନ୍ତି । ଗତ ଜୁଲାଇ ୩୧ ତାରିଖରେ ଗୋଟିଏ ପିକଅପ୍ ଭ୍ୟାନ(ଓଆର୦୫-ଜେ-୮୪୬୧)ରେ ୧୨ଟି ଗାଈକୁ ନେଇ ନିଆଳିରୁ କଟକକୁ ଆସୁଥିବା ବେଳେ ଗୋ-ସୁରକ୍ଷା କର୍ମୀ ଓ ପୁଲିସ ଦ୍ୱାରା ଉଦ୍ଧାର କରାଯାଇ ସେମାନଙ୍କୁ ଗୋଶାଳାରେ ଛଡାଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ବାଦାମବାଡି ଥାନାରେ ମାମଲା ରୁଜୁ କରାଯାଇଥିଲା । ତେବେ ଭୁବନେଶ୍ୱରର ଝାରପଡା ମୁସଲିମ ସାହିର ସେକ୍ କୁନା ନିଜକୁ ଗାଈର ମାଲିକ ବୋଲି ଦର୍ଶାଇ କଟକ ଏସଡିଜେଏମ(ସଦର)ଙ୍କ କୋର୍ଟରେ ଗାଈମାନଙ୍କୁ ନେବାପାଇଁ ମାମଲା ରୁଜୁ କରିଥିଲା । ଗୋମାତାଙ୍କ ସୁରକ୍ଷା ପାଇଁ ଉକ୍ତ ମାମଲାରେ ବିଶ୍ୱ ଗୋ-ସୁରକ୍ଷା ବାହିନୀର ରାଜ୍ୟ ସଭାପତି ଆଇନଜୀବୀ ସୁରେଶ କୁମାର ପଣ୍ଡା ପକ୍ଷଭୁକ୍ତ ହେବା ପାଇଁ ଏକ ମିସ୍ କେସ୍ ଦାୟର କରିଥିଲେ । ମାନ୍ୟବର କୋର୍ଟ ମାମଲାର ଶୁଣାଣି କରି ଶ୍ରୀ ପଣ୍ଡାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ସହିତ ଆସନ୍ତା ୨୮ ତାରିଖରେ ତାଙ୍କର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖ ରାତି ଦୁଇଟା ସମୟରେ ନିଆଳିରୁ ଏକ ପିକଅପ୍ ଭ୍ୟାନ(ଓଆର-୦୫- ଜେ-୮୪୬୧) ୧୨ଟି ଗୋରୁଙ୍କୁ ଅତି ନିର୍ମମ ଭାବେ ପଛ ଗୋଡ ଭାଙ୍ଗି, ଶିଙ୍ଘକୁ ବାନ୍ଧି ବସ୍ତାପରି ଲଦି କଟକ କଂସେଇ ଖାନାକୁ ହତ୍ୟା ପାଇଁ ଆଣୁଥିବା ଖବର ବିଶ୍ୱ ଗୋ-ସୁରକ୍ଷା ବାହିନୀର ସଦସ୍ୟମାନେ ଜାଣିପାରି ତାକୁ ଅଟକାଇବା ପାଇଁ ପିଛା କରିଥିଲେ । ତେବେ ଗାଡିଟି ଖୁବ୍ ଦ୍ରୁତ ଗତିରେ କଟକ ଆଡକୁ ଆସୁଥିବାରୁ ସେମାନେ ବାଦାମବାଡି ଥାନାକୁ ଜଣାଇଥିଲେ । ଥାନା ପୋଲିସ ବାଦାମବାଡି ଟ୍ରାଫିକ ଛକ ନିକଟରେ ଗାଡିଟିକୁ ଅଟକାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ମାନ୍ୟବର ହାଇକୋର୍ଟଙ୍କ ଆଦେଶ, ଏମଭି ଆକ୍ଟ ୧୯୭୮, ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆଙ୍କ ନିର୍ଦ୍ଦେଶ ଓ କାଓ ସ୍ଲଟର ଆକ୍ଟ ୧୯୬୦କୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ଗୋଚାଲାଣ କରାଯାଉଥିବା ନେଇ ବାହିନୀର ରାଜ୍ୟ ସଭାପତି ଶ୍ରୀ ପଣ୍ଡା କୋର୍ଟଙ୍କୁ ଦର୍ଶାଇଥିଲେ । ସରକାରଙ୍କ ପକ୍ଷରୁ ବିଶ୍ୱଜିତ ବରାଳ ଓ ଆର ରେଡ୍ଡି ମାମଲା ପରିଚାଳନା କରୁଥିବା ବେଳେ ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ଆଇନଜୀବୀ ରମାକାନ୍ତ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍୍ର ଦାସ, ରିତୁ ରଂଜନ ଛୋଟରାୟ, ଗଗନ ବାରିକ ପ୍ରମୁଖ ମାମଲା ପରିଚାଳିନା କରୁଥିଲେ ।
ଗୋମାଂସ ଓ ଚମଡା ବୋଝେଇ ଟ୍ରଲି ପୁଲିସ୍ ଦ୍ୱାରା ଜବତ, ରାସ୍ତାରୋକ
ଭଦ୍ରକ, ୨୪ା୮ - ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ସହରସ୍ଥିତ ଚରମ୍ପା କେନାଲବନ୍ଧ ରୋଡ୍ରେ ଗୋ ମାଂସ ଓ ଚମଡା ବୋଝେଇ ଏକ ଟ୍ରଲିକୁ ପୁଲିସ୍ ଜବତ କରିଛି । ତେବେ ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଏହି କେନାଲ ରୋଡ୍ରେ ଉକ୍ତ ଟ୍ରଲିଟି ଯାଉଥିବା ସମୟରେ ସନ୍ଦେହ କରି ସ୍ଥାନୀୟ ଲୋକେ ତାକୁ ଅଟକ ରଖିଥିଲେ । ପରେ ଯାଞ୍ଚ ସମୟରେ ବସ୍ତା ମଧ୍ୟରେ ଗୋ ମାଂସ ଓ ଚମଡା ଥିବାର ଜଣାପଡିବା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ୧୬ନଂ ଜାତୀୟ ରାଜପଥରେ ଟାୟାର ଜାଳି ଓ ଗଛପକାଇ ତାହାକୁ ଦୀର୍ଘସମୟ ଅବରୋଧ କରିଥିଲେ । ଏହାର ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଫୋର୍ସ ସହ ସେଠାରେ ପହଞ୍ôଚ ଟ୍ରଲିଟିକୁ ଜବତ କରିବା ସହ ଚାଳକକୁ ଥାନାକୁ ନେଇଯିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ।
Wednesday, 22 August 2018
प्रयाग (उत्तर प्रदेश) में बकरी ईद के दिन की जानेवाली पशुहत्या के विरोध में ‘लाक्षणिक अनशन’ !
August 22, 2018
प्रयाग (उत्तर प्रदेश) : बकरी ईद के दिन की जानेवाली पशुहत्या के कारण होनेवाले प्रदूषण के विरोध में पर्यावरणप्रेमी एवं हिन्दुत्वनिष्ठों ने २२ अगस्त को यहां की सिविल लाईन में लाक्षणिक अनशन कर अपना विरोध प्रदर्शित किया। साथ ही इस दिन पशुहत्या न कर केवल सिवैय्ये की खीर खाकर प्रदूषणरहित इको फ्रेंडली ईद मनाने का आवाहन किया ! इस समय उन्होंने ‘होली, दीपावली, श्री गणेश चतुर्थी, नवरात्रि आदि केवल हिन्दू त्योहारों के समय प्रदूषण का रोना रोनेवाले एवं कथित पर्यावरणवादी बकरी ईद के समय कहां होते हैं ? साथ ही क्या उन्हें बकरी ईद के समय होनेवाला प्रदूषण नहीं दिखता ?, ये प्रश्न भी उपस्थित किए।
अलाहाबाद उच्च न्यायालय के अधिवक्ता एवं एनिमल फार्म के श्री. अवधेश राय ने पर्यावरणप्रेमी एवं हिन्दुत्वनिष्ठों को संगठित किया। इस अनशन में शिवसेना, हिन्दू युवा वाहिनी, हिन्दू जनजागृति समिति, विश्व हिन्दू परिषद (गोरक्षा) इन संगठनों के कार्यकर्ता, साथ ही अलाहाबाद उच्च न्यायालय के अनेक अधिवक्ता, व्यापारी एवं पत्रकारों ने इस अंशान कार्यक्रम में सहभाग लिया।
‘पेटा’ संगठन का पाखंडी पशुप्रेम !
हिन्दुओं की बलि परंपराओं का विरोध करनेवाला ‘पेटा’ (पीपल फॉर द एथिकल ट्रीटमेंट ऑफ एनिमल) नामक प्राणिमित्र संगठन के सहायता क्रमांक पर संपर्क करने पर इस संगठन के कार्यकर्ताओं ने दूरभाष नहीं उठाया। अंत में उनके आपातकालीन क्रमांक पर संपर्क करने पर उन्होंने ‘आप बकरी ईद के दिन की जानेवाली पशुहत्या के संदर्भ में पुलिस प्रशासन के पास जाएं !’, ऐसी सलाह दी ! (इसका अर्थ ‘पेटा’ संगठन के लिए गोहत्या स्वीकार्य है, यह स्पष्ट होता है ! ऐसे संगठन को जहां मिले वहां इसका उत्तर पूछें ! – संपादक, दैनिक सनातन प्रभात)
स्त्रोत : दैनिक सनातन प्रभात
Monday, 20 August 2018
उत्तराखंड उच्च न्यायालय ने राज्य में गोहत्या पर लगाया प्रतिबंध
August 20, 2018
न्यायालय ने ‘परेन्स पैट्रिए’ सिद्धांत का उपयोग करते हुए गाय और अन्य आवारा पशुओं की भलाई के लिए निर्देश जारी किए। लैटिन शब्द परेन्स पैट्रिए का अर्थ है, ‘अपने देश के माता-पिता’ और इस सिद्धांत के तहत किसी राज्य को यह अधिकार होता है कि वह ऐसे निरीह प्राणियों के संरक्षण के लिए कानून बनाए, जो अपनी रक्षा स्वयं नहीं कर सकते !
उत्तराखंड में गाय और अन्य आवारा पशुओं की सुरक्षा के लिए अब न्यायालय सामने आया है ! उच्च न्यायालय ने राज्य में गोहत्या पर पूरी तरह से प्रतिबंध लगा दिया है !
कार्यवाहक चीफ जस्टिस राजीव शर्मा और जस्टिस मनोज कुमार तिवारी की खंडपीठ ने अपने आदेश में पूरे उत्तराखंड में गाय, बैल, सांड, बछिया या बछड़े के किसी भी उद्देश्य के लिए हत्या पर पूरी तरह से प्रतिबंध लगा दिया है !
न्यायालय ने ‘परेन्स पैट्रिए’ सिद्धांत का उपयोग करते हुए गाय और अन्य आवारा पशुओं की भलाई के लिए निर्देश जारी किए। लैटिन शब्द परेन्स पैट्रिए का मतलब है, ‘अपने देश के माता-पिता’ और इस सिद्धांत के तहत किसी राज्य को यह अधिकार होता है कि वह ऐसे निरीह प्राणियों के संरक्षण के लिए कानून बनाए, जो अपनी रक्षा स्वयं नहीं कर सकते !
न्यायालय ने राज्य के सभी सर्किल ऑफिसर को आदेश दिया है कि २४ घंटे के अंदर यह सुनिश्चित करें कि अब किसी भी गाय की हत्या न हो !’ इसके अलावा न्यायालय ने यह निर्देश भी दिया है कि ‘कोई भी पशु यदि सड़कों, चौराहों और अन्य सार्वजनिक स्थानों पर पाया जाता है तो उनके मालिक पर मुकदमा कायम किया जाए !’
न्यायालय ने सड़कों पर यातायात को सुचारु रूप से चलाने के लिए राष्ट्रीय राजमार्गों तथा राज्य के राजमार्गों के विभाग, ग्राम पंचायतों और नगर निगमों को यह सुनिश्चित करने का निर्देश दिया है कि ‘सड़कों पर कोई भी आवारा पशु घूमता दिखाई न दे !’ न्यायालय ने यह भी कहा कि आवारा पशुओें को सड़कों से हटाते समय पूरी दया और करुणा दिखाई जाए और यह ध्यान रहे कि उन्हें किसी प्रकार के अनावश्यक दर्द का सामना न करना पड़े !
स्त्रोत : आज तक
योगी आदित्यनाथजी का आदेश, ‘बकरीद पर रोकी जाए गोवंश की कुर्बानी’
August 20, 2018
ईद-उल अजहा (बकरीद) के मौके पर उत्तर प्रदेश के मुख्यमंत्री योगी आदित्यनाथ ने अधिकारियों को कानून-व्यवस्था के संबंध में सतर्क रहने के निर्देश दिए हैं। संवेदनशील स्थानों पर मुस्तैदी के निर्देश देते हुए मुख्यमंत्री योगी ने अधिकारियों से ये भी कहा कि प्रतिबन्धित पशुओं या गोवंशी पशुओं की कुर्बानी के सम्बन्ध में विशेष सतर्कता बरतते हुए इन्हें रोका जाए, ताकि कोई अप्रिय घटना घटित न हो !
शनिवार शाम वीडियो कॉन्फ्रेंसिंग के जरिए योगी आदित्यनाथ ने सभी जिलों के अधिकारियों को संबोधित किया। उन्होंने कहा कि सुरक्षा के पर्याप्त इंतजाम सुनिश्चित कर लिए जाएं। उन्होंने हर स्तर पर त्योहार को शान्तिपूर्वक सम्पन्न कराने, सुरक्षा प्रबन्ध चाक-चौबन्द रखने तथा असामाजिक तत्वों पर कड़ी निगाह रखने के भी निर्देश दिए हैं। योगी ने ये भी स्पष्ट कहा कि परम्परा के विपरीत किसी भी कार्य की मंजूरी न दी जाए !
कांवड़ यात्रा का भी उल्लेख
मुख्यमंत्री योगी ने ये भी कहा कि वर्तमान में श्रावण मास चल रहा है, जिसमें कांवडियोंद्वारा कांवड यात्रा की जा रही है। ईद-उल-अजहा के मद्देनजर सतर्क दृष्टि रखी जाए, ताकि कोई अप्रिय घटना न घटे ! उन्होंने संवेदनशील जनपदों एवं स्थानों को ध्यान में रखते हुए पूर्व तैयारी एवं कार्यवाही किये जाने के निर्देश दिये !
योगी ने कहा कि बकरीद के अवसर पर सभी जनपदों में गैर-परम्परागत रूप से खुले स्थानों पर विशेषकर मिश्रित आबादीवाले या धर्मस्थलों के निकट किसी भी प्रकार के विवाद की आशंकाओं को हर हाल में रोका जाए। जहां विवाद की आशंका हो, वहां पर पहले से पुलिस पिकेट, गश्त आदि की व्यवस्था सुनिश्चित की जाए, ताकि किसी भी प्रकार की अप्रिय घटना घटित न हो !
गोवंश की कुर्बानी न हो
मुख्यमंत्री ने निर्देश दिये कि ईद-उल अजहा के अवसर पर नमाज के समय, मन्दिरों में पूजा-अर्चना के समय सतर्क दृष्टि रखी जाए। उन्होंने निर्देश दिये कि प्रतिबन्धित पशुओं या गोवंशी पशुओं की कुर्बानी के सम्बन्ध में विशेष सतर्कता बरतते हुए इन्हें रोका जाए, ताकि कोई अप्रिय घटना घटित न हो !
मुख्यमंत्री ने कहा कि सभी उच्चाधिकारी क्षेत्रों में भ्रमण करें। अपने-अपने सम्बन्धित जनपदों में भ्रमण तथा थाना स्तर पर निरीक्षण भी करें। जनपद स्तर पर रेंज स्तर के पुलिस अधिकारी कैम्प करते हुए समीक्षा करें।
बता दें कि इस बार २२ अगस्त को बकरीद का त्योहार मनाया जाएगा। इस मौके पर मुस्लिम समाज के लोग मवेशियों की कुर्बानी करते हैं। अतीत में कई जगहों से इस मौके पर टकराव की घटनाएं आती रही हैं, जिसे लेकर मुख्यमंत्री योगी आदित्यनाथ ने अधिकारियों को सुरक्षा सुनिश्चित करने के निर्देश दिए हैं, साथ ही गोवंश की कुर्बानी रोकने का भी आदेश दिया है !
स्त्रोत : आज तक
Sunday, 19 August 2018
ଗୋରୁ ବୋଝେଇ ଟ୍ରକ୍ ଅଟକ, ୩୦୦ରୁ ଅଧିକ ଗୋରୁ ଉଦ୍ଧାର
ପଡିଥିବା ବେଳେ ଚୋରା ଚାଲାଣ କରାଯାଉଥିବା ବହୁ ସଂଖ୍ୟାରେ ଗୋରୁଙ୍କର ମୃତ୍ୟୁ ଘଟିଥିଲା । ଏପରିସ୍ଥଳେ ପୁଣି ରବିବାର ୪ଟି ଟ୍ରକରେ ବିପୁଳ ସଂଖ୍ୟାରେ ଗୋରୁଙ୍କୁ ଚୋରା ଚାଲାଣ କରାଯାଉଥିବା ବେଳେ ଏହି ୪ଟି ଗୋରୁ ବୋଝେଇ ଟ୍ରକକୁ ଢେଙ୍କାନାଳର ଗଁନ୍ଦିଆ ଠାରେ ସ୍ଥାନୀୟ ଲୋକ ଜବତ କରିଥିବା ଜଣାପଡିଛି । ତେବେ ଗୋରୁ ମାଫିଆ ଓ ପୁଲିସ ମଧ୍ୟରେ ଅସାଧୁ ମେଂଟ ଯୋଗୁଁ ଏହି ବାଟ ଦେଇ ଦୈନନ୍ଦିନ ଗୋରୁ ଚୋରା ଚାଲାଣ ବଢି ଚାଲିଥିବାରୁ ସ୍ଥାନୀୟ ଲୋକାମନଙ୍କ ପକ୍ଷରୁ ତୀବ୍ର ଉତ୍ୱେଜନା ପ୍ରକାଶ ପାଇଥିବା ଖବର ମିଳିଛି । ପ୍ରକାଶ ଥାଉକି, ଢେଙ୍କାନାଳ ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଚାଲିଛି । ଦୈଦନ୍ଦିନ ଟ୍ରିପ ଟ୍ରିପ ଗୋରୁଙ୍କୁ ରାଜ୍ୟ ବାହାରକୁ କରାଯାଉଛି ଚୋରା ଚାଲାଣ । ଆଉ ଏଥିରେ ପୁଲିସ ଓ ଗୋରୁ ମାଫିଆଙ୍କ ଅସାଧୁ ମେଂଟ ରହିଥିବା ଅଭିଯୋଗ ଉଠିଛି । ଢେଙ୍କାନାଳ ପୁଲିସ ସଲାସୁତରାରେ ଗୋରୁ ମାଫିଆ ମାନେ ଢେଙ୍କାନାଳ ଗଁନ୍ଦିଆ ରାସ୍ତାରେ ଡୁବୁରି ବାଟ ଦେଇ କୋଲକତା ଓ ଉତର ପ୍ରଦେଶକୁ ଏହି ଗୋରୁ ସବୁକୁ ଚାଲାଣ ପାଇଁ ଏକ କରିଡର କରିଥିବା ପଦାକୁ ଆସିଛି । ଗତ କିଛି ଦିନ ପୂର୍ବେ ଢେଙ୍କାନାଳର ନିହଲପ୍ରସାଦ ଥାନା ଅଂଚଳରେ ଦୁଇଟି ଟ୍ରକରେ ବୋଝେଇକରି ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଥିବା ଦୁଇଟି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୂୁ ସଂଖ୍ୟାରେ ଗୋରୁଙ୍କର ଅକାଳ ମୃତ୍ୟୁ ଘଟଇଥିବାପରି ଦୁଖନ୍ଦ ଘଟଣା ପଦାକୁ ଆସିଥିଲା । ପରେ ଗତ ଶୁକ୍ରବାର ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଠାରେ ସ୍ଥାନୀୟ ଲୋକ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରି ଗୋବିନ୍ଦପୁର ପାଣ୍ଡି ପୁଲିସକୁ ଦେଇଥିଲେ । ତଥାପି ପୁଲିସର ଲାଂଚଖୋର ମନୋବୃତି ବଦଳୁ ନଥିବାରୁ ଏହି ଗୋରୁ ଚାଲାଣ ବନ୍ଦ ହୋଇ ନଥିବା ଜଣାପଡିଛି । ଫଳରେ ପୁଣି ଆଜି ଗଁନ୍ଦିଆଁ ଠାରେ ୪ଟି ଗୋରୁ ବୋଝେଇ ଟ୍ରକ୍କୁ ସ୍ଥାନୀୟ ଲୋକ ଜବତ କରିଥିବା ଜଣାପଡିଛି । ଲୋକମାନେ ଜବତ କରିଥିବା ଏହି ୪ଟି ଆଇଚର ଟ୍ରକରେ ୨ଶହରୁ ଉଦ୍ଧ୍ୱର୍ ଗୋରୁ ଅସୁରକ୍ଷିତ ଭାବେ ବନ୍ଧାଯାଇ ଏହି ଚାଲାଣ କରାଯାଉଥିବା ଧରାପଡିଛି । ବଢି ଭୋର ସମୟରେ ଗଁଦିଆ ଅଂଚଳର ରତିକାନ୍ତ ସାହୁ, ବିଶ୍ୱନାଥ ଜେନା, ପୂର୍ବତନ ସରପଂଚ ବଳରାମ ସାହୁ, ପୂର୍ବତନ ସମିତି ଅଧ୍ୟକ୍ଷ ମଳୟ ସିଂ, ପ୍ରଦୀପ ରାଉତ, ଡମ୍ବରୁ ସେଠୀ ପ୍ରମୁଖଙ୍କ ସମେତ ଶତାଧିକ ଲୋକମାନେ ଏହି ଗୋରୁ ବୋଝେଇ ଟ୍ରକ ୪ଟି ଜବତ କରିବା ବେଳେ ଟ୍ରକ ଡ୍ରାଇଭର ଓ ଗୋରୁ ଚାଲାଣ କାରୀ ମାନେ ଫେରାର ହୋଇଯାଇଛନ୍ତି । ଫଳରେ ଘଟଣାସ୍ଥଳରେ ଗାଡି ଗୁଡିକୁ ଜଗି ରହିଥିଲେ ସ୍ଥାନୀୟ ଲୋକେ । ଏହି ଟ୍ରକରେ ଗୋରୁ ସ୍ଥାନାନ୍ତର ବା ବୋଝେଇ ଆଇନର ଖୋଲା ଖୋଲି ଉଲ୍ଲଂଘନ କରାଯାଇଥିବା ବେଳେ ଏହି ଗୋରୁ ସବୁଙ୍କୁ କୋଲକତା ଓ ଉତରପ୍ରଦେଶକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।
ବିଶେଷକରି ରେଢାଖୋଲ, ଅନୁଗୁଳ, ଆଠମଲ୍ଲିକ ଓ ଢେଙ୍କାନାଳ ମେରାମୁଣ୍ଡଳୀ ଆଦି ଅଂଚଳରୁ ଏହି ଗୋରୁଙ୍କୁ ଦଲାଲ ମାନଙ୍କ ମାଧ୍ୟମରେ ସଂଗ୍ରହକରି ଏହି ରାସ୍ତା ଦେଇ ବାରମ୍ବାର ଏପରି ବେଆଇନ ଗୋରୁ ଚାଲାଣ କରୁଥିବା ପଦାକୁ ଆସିଛି । ଏଥିରେ ପୁଲିସର ସହଯୋଗ ରହିଥିବାରୁ ଏହି ଗୋରୁ ଚୋରା ଚାଲଶଣ ଏକ ନିତି ଦିନିଆ ଘଟଣା ହୋଇଗଲାଣି ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଉଠାଇଛନ୍ତି । ଏପରିକି ଘଟଣାସ୍ଥଳକୁ ଜିଲ୍ଲାପାଳ ଆସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବ୍ୟାପକ ଉତେଜନା ପ୍ରକାଶ ପାଇଥିଲା । ଏପରିକି ପୁଲିସ ପହଁଂଚିବା ବେଳେକୁ ଉତ୍ୟକ୍ତ ଲୋକମାନେ ଗୋରୁ ଗୁଡିଙ୍କୁ ଫିଟାଇ ଦେବାରୁ ସେମାନେ ଏଣେ ତେଣେ ପଳାଇଯାଇଥିବା ଜଣାପଡିଛି । ଏ ସଂପର୍କରେ ଗଁନ୍ଦିଆ ଥାନାରେ ଏକ ମାମଲା ରୁଜୁ କରି ଟ୍ରକ ୪ଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଗଁନ୍ଦିଆ ଥାନା ଅଧିକାରୀ ନିରୁପମା ଜେନା ପ୍ରକାଶ କରିଛନ୍ତି । ଲୋକମାନେ ଅଟକ ରଖିଥିବା ଟ୍ରକର ନମ୍ବର ଗୁଡିକ ଓଡି-୦୫/ଏଇ୬୧୬୮,ଓଡି-୦୫/ଏଇ-୮୪୧୬,ଓଡି-୦୪/ଜେ-୬୮୯୧ ଓ ଓଆର୦୫/ଏଏଚ୍-୩୨୦୮ ବୋଲି ଜଣାପଡିଛି । । ଏବେ ପ୍ରଶ୍ନ ଉଠୁଛି ବାଡ ଯେବେ ଫସଲ ଖାଏ ତେବେ ସୁରକ୍ଷା ଦେବ କିଏ ? ଏପରିସ୍ଥିତି ଉପୁଜିଛି ଏହି ଗୋରୁ ମାନଙ୍କ ସୁରକ୍ଷା କ୍ଷେତ୍ରରେ । ଆଉ ପୁଲିସ ସହ ଗୋରୁ ମାଫିଆଙ୍କ ସଲାସୁତରା ଯୋଗୁଁ ବଢି ଚାଲିଛି ଏହି ଗୋରୁ ଚୋରା ଚାଲାଣ । ଢେଙ୍କାନାଳ ପୁଲିସର ଭୂମିକା ଯୋଗୁଁ ଗୋରୁମାନେ ଅସୁରକ୍ଷିତ ହୋଇ ପଡିଥିବାରୁ ଢେଙ୍କାନାଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।
Tuesday, 14 August 2018
गाै तस्करी रोकने में पुलिस और प्रशासन सख्त न हाेने के कारण गौरक्षकों को सडकों पर आना पडता है – बाबा रामदेव
August 14, 2018
योग गुरू बाबा रामदेव ने कहा कि गौ तस्करी रोकने में पुलिस और प्रशासन को जितनी सख्ती से कार्रवाई करनी चाहिए, वह नहीं होने के कारण गौरक्षकों को सडकों पर आना पडता है ! एक कार्यक्रम में भाग लेने यहां आये रामदेव ने संवाददाताओं से कहा, ‘‘अवैध तरीके से जो लोग गायों को कत्लखानों में कटवातें है, उनके खिलाफ सख्त कार्रवाई होनी चाहिए !’’ उन्होंने कहा कि कुछ गौ रक्षक ज्यादती कर देते हैं जिनके चलते ९० प्रतिशत गौरक्षकों की छवि धूमिल होती है। बाबा रामदेव ने कहा कि गौ हत्यारों के खिलाफ कोई नहीं बोलता है। गौ हत्यारों को प्रोत्साहन क्यों मिलता है ?, यह कतई नहीं होना चाहिए। यदि किसी ने कत्लखाने का लाइसेंस भी ले रखा है, और उनका परिवहन कर रहा है तो हम इसके पक्षधर नहीं है !
पूर्ण गौ हत्या रोकने की पैरवी करते हुए बाबा रामदेव ने कहा कि प्रधानमंत्री नरेन्द्र मोदी जैसे राष्ट्रभक्त और गौ भक्त देश में और कौन होगा ? उन्हें केन्द्र में पूर्ण गौहत्या रोकने का कानून बनाना चाहिए। हालांकि उन्होंने कहा कि चार सालों में केन्द्र ने अभी तक कानून नहीं बनाया है और हम ऐसा कानून बनने की उम्मीद लगाये बैठै हैं !
स्त्रोत : जनसत्ता
Monday, 13 August 2018
ଯାତ୍ରୀବାହୀ ବସରେ ଗୋମାଂସ ଚାଲାଣକୁ ନେଇ ଉତ୍ତେଜନା
ରାଜଗାଙ୍ଗପୁର, ୧୩ ।୮ : ରାଉରକେଲାରୁ ସୁନ୍ଦରଗଡ ଅଭିମୁଖେ ଯାଉଥିବା ଗରିବ ରଥ ନାମକ ଯାତ୍ରୀବାହୀ ବସ ନମ୍ବର ଓଆର ୧୪ ଡବ୍ଲ୍ୟୁ-୫୫୦୪ଟି ରାଜଗାଙ୍ଗପୁରୁ ଥାନା ଅଞ୍ଚଳର ଦାମପାଲ୍ଲୀ ବାଇପାସ ଛକ ନିକଟରେ ପହଞ୍ôଚବା କ୍ଷଣି ରାଜଗାଙ୍ଗପୁର ଥାନା ଅଞ୍ଚଳର ପୌରପାଳିକା ଅଧିନରେ ଥିବା ତଲକିପଡାରେ ରହୁଥିବା ମହମ୍ମଦ ଇପ୍ତକାର ଅଞ୍ଜୁନ (୪୯) ନାମକ ଜଣେ ମୁସଲମାନ ବ୍ୟକ୍ତି ୨ଟି ଏୟାର ବ୍ୟାଗରେ ପ୍ରାୟ ୨୫/୩୦ କେଜି ଓଜନର ଗାଈ ମାଂସ ଭର୍ତ୍ତି କରି ବସରେ ଚଢିଥିଲା । ବେଆଇନ ଭାବେ ଗୋମାଂସ ଚାଲାଣ ସମ୍ବନ୍ଧରେ ଖବର ପାଇ ରାଜଗାଙ୍ଗପୁର, କୁତ୍ରା ଏବଂ ଝାରବେଡା ଅଞ୍ଚଳରେ ଥିବା ବଜରଙ୍ଗ ଦଳର କର୍ମୀମାନେ ନିଜ ମାଧ୍ୟମରେ ସମନ୍ୱୟ ରକ୍ଷା କରି ବସଟି କୁତ୍ରା ବସ ଅଟକାଇ ବସର ପଛ ଡିଙ୍କିରେ ଲଦା ହୋଇଥିବା ଗାଈ ମାଂସ ଭର୍ତ୍ତି ୨ଟି ଏୟାର ବ୍ୟାଗକୁ କାଢି ଖୋଲିବା ପରେ ସେଥିରେ ଗୋ ମାଂସ ଥିବା ଜଣାପଡିଥିଲା । ଏତିକି ବେଳେ ଗୋ ମାଂସ ନେଇ ଯାଉଥିବା ଇପ୍ତକାର ଦୌଡି ପଳାଇବା ପାଇଁ ଚେଷ୍ଟା କରୁଥିବାବେଳେ ସାଧାରଣ ଜନତାଙ୍କ ସହାୟତାରେ ବଜରଙ୍ଗ ଦଳର କର୍ମୀମାନେ କାବୁ କରିନେଇଥିଲେ । ପରେ ଏସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ଗାଈ ମାଂସକୁ ଜବତ କରିବା ସହିତ ଯାତ୍ରୀବାହୀ ବସକୁ ମଧ୍ୟ ଜବତ କରିଥିଲା । ତତ୍ସଙ୍ଗେ ଗୋମ ମାଂସ ଚାଲାଣକାରୀ ଅଞ୍ଜୁମକୁ ମଧ୍ୟ ଗିରଫ କରିଥିଲା । ପୋଲିସର ଅନୁରୋଧକ୍ରମେ ପଶୁ ଡାକ୍ତର ଡଃ ହିମାଂଶୁ ଶେଖର ସାହୁ ଆସି ଜବତ ହୋଇଥିବା ମାଂସକୁ ପରୀକ୍ଷା କରି ଏହା ଗୋମ ମାଂସ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ କି କିଛି ଦିନ ତଳେ ଏହି ଜମପାଲି ନିକଟ ଦେଇଯାଇଥିବା ବିଜୁ ଏକ୍ସପ୍ରେସ ହାଇୱେରେ ସୁନ୍ଦରଗଡରୁ ରାଉରକେଲା ଆସୁଥିବା ରାଜା ଗୋଲ୍ଡ ନାମକ ଏକ ଯାତ୍ରୀବାହୀ ବସର ଚାଳକ ରାସ୍ତାରେ ଯାଉଥିବା ଏକ ଗାଈକୁ ନା କେବଳ ଧକ୍କା ମାରିଥିଲା । ଗାଈଟିକୁ ଆଗଚକା ତଳେ ପ୍ରାୟ ଅଧେ କି.ମି. ଘୋଷାଡି ନେଇଥିଲା । ଗାଈଟି ଚିକିତ୍ସା ସତ୍ୱେ ଚାଳକ ଗାଡି ଅଟକାଇଥିଲା । ତେବେ ରାସ୍ତାରେ ଯାଉଥିବା ସାଧାରଣ ଜନତା ଗାଡି ଚକା ତଳେ ଘୋଷାଡି ହେଉଥିବା ଗାଈଟିର ଚିକ୍ରାର ଶୁଣି ବସକୁ ଅଟକାଇ ଗାଈକୁ ଉଦ୍ଧାର କରିଥିଲେ ।
ବେଆଇନ ଗୋଚାଲାଣ ବଜରଙ୍ଗ ଦଳ ଦ୍ୱାରା ୧୫ ଗାଈ ଉଦ୍ଧାର
ରାଉରକେଲା, ୧୩ ।୮ : ସୁନ୍ଦରଗଡ ପୋଲିସ ଜିଲ୍ଳା ଅଧିନରେ ଥିବା କୁତ୍ରା ଥାନା ଅଞଚଳର ଖତକୁର ବାହାଲରୁ ମାଲବୁହା ଛୋଟ ଛୋଟ ଟ୍ରେକର ନମ୍ବର ଓଡି ୧୬ ଇ ୩୩୬୨ ଏବଂ ଓଡି ୧୪ ଏନ୍ ୪୪୭୩ରେ ୧୫ଟି ଗାଈକୁ ଜୋରଜବରଦସ୍ତ ଭର୍ତ୍ତି କରି ରାଉରକେଲାରୁ ଚୋରାରେ ଚାଲାଣ କରୁଥିବା ଖବର ପାଇ ରାଉରକେଲାପୋଲିସ ଜିଲ୍ଲା ଅଞ୍ଚଳର ବ୍ରାହ୍ମଣୀତରଙ୍ଗ ଥାନା ନିକଟରେ ବେଦବ୍ୟାସଠାରେ ବଜରଙ୍ଗ ଦଳର କର୍ମୀମାନେ ଗାଡିକୁ ଅଟକାଇ ୧୫ଟି ଗାଈକୁ ଉଦ୍ଧାର କରି ବେଦବ୍ୟାସ ଗୋଶାଳାକୁ ପଠାଇଥିବାବେଳେ ଗୋ ଚାଲାଣକାରୀଙ୍କ ମଧ୍ୟରୁ ଆଶିଫ ରାଜା ଏବଂ ଚନ୍ଦନ ସାହୁ ନାମକ ଦୁଇ ଜଣଙ୍କୁ ଧରି ପୋଲିସରେ ଜୀମା ଦେଇଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
Monday, 6 August 2018
Saturday, 4 August 2018
Friday, 3 August 2018
୬ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ; ୬ ଗିରଫ
ଦଶପଲ୍ଲା, ୩/୮: ଗୋରୁ ଚାଲାଣ ବନ୍ଦ କରିବା ପାଇଁ ସରକାର ଘୋଷଣା କରିଥିବା ବେଳେ ଏଥିପାଇଁ କଠୋର ଦଣ୍ଡ ବିଧାନ ମଧ୍ୟ କରିଛନ୍ତି । ମାତ୍ର ଏହି ଆଇନକୁ ତିଳେ ମାତ୍ର ଖାତିର ନକରି କିଛି ଗୋରୁ ବ୍ୟବସାୟୀ ସେମାନଙ୍କ ବ୍ୟବସାୟକୁ ଖୋଲମ ଖୋଲା କରୁଥିବା ବହୁ ନଜିର ରହିଛି । ବହୁ ସମୟରେ ପୋଲିସ ମଧ୍ୟ ସେମାନଙ୍କ ଠାରୁ ହାତଗୁାନେଇ ସେମାନଙ୍କୁ ଛାଡିଦେଇଥାଏ । ମାତ୍ର ଗୁରୁବାର ମଧ୍ୟରାତ୍ରରେ ବୌଦ୍ଧ ଜିଲ୍ଲାରୁ କଟକ ଗୋରୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଦଶପଲ୍ଲା ପୋଲିସ କୌଣସି ସୁତ୍ରରୁ ଖବର ପାଇ ସାଳଭଙ୍ଗା ଜଙ୍ଗଲ ଠାରେ ସେମାନଙ୍କୁ ଅଟକାଇବା ସହ ୬ ଗୋଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରି ସେଥିମଧ୍ୟରୁ ୪୨ଟି ଗୋରୁ ଉଦ୍ଧାର କରିଥିବା ବେଳେ ୭ଜଣ ଗୋରୁ ବେପାରିଙ୍କୁ ଅଟକ ରଖିଛି । ସେମାନେ ହେଲେ ଆଠଗଡ ଅଂଚଳର ବିକାଶ ବେହେରା(୨୩),ଶେଷଦେବ ମୁଦୁଲି (୩୨), ପ୍ରକାଶ ମଲ୍ଲିକ(୨୪), କାନ୍ପୁର ଅଂଚଳର ସଦାନନ୍ଦ ନାୟକ(୨୩), ଟାଙ୍ଗି ଅଂଚଳର ମନୋଜ ଭୋଇ (୨୭) ଓ ଚମ୍ପେଶ୍ୱର ଗ୍ରାମର ନିକାସ ମଲ୍ଲିକ(୩୫) । ସମସ୍ତ ଗୋରୁଙ୍କୁ ଉଦ୍ଧାର କରି ପୋଲିସ କଦଳିଗୋଛା ଆଶ୍ରମରେ ଛାଡିଦେଇଥିବା ଜଣାପଡିଛି ।
୬ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ; ୬ ଗିରଫ
ଦଶପଲ୍ଲା, ୩/୮: ଗୋରୁ ଚାଲାଣ ବନ୍ଦ କରିବା ପାଇଁ ସରକାର ଘୋଷଣା କରିଥିବା ବେଳେ ଏଥିପାଇଁ କଠୋର ଦଣ୍ଡ ବିଧାନ ମଧ୍ୟ କରିଛନ୍ତି । ମାତ୍ର ଏହି ଆଇନକୁ ତିଳେ ମାତ୍ର ଖାତିର ନକରି କିଛି ଗୋରୁ ବ୍ୟବସାୟୀ ସେମାନଙ୍କ ବ୍ୟବସାୟକୁ ଖୋଲମ ଖୋଲା କରୁଥିବା ବହୁ ନଜିର ରହିଛି । ବହୁ ସମୟରେ ପୋଲିସ ମଧ୍ୟ ସେମାନଙ୍କ ଠାରୁ ହାତଗୁାନେଇ ସେମାନଙ୍କୁ ଛାଡିଦେଇଥାଏ । ମାତ୍ର ଗୁରୁବାର ମଧ୍ୟରାତ୍ରରେ ବୌଦ୍ଧ ଜିଲ୍ଲାରୁ କଟକ ଗୋରୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଦଶପଲ୍ଲା ପୋଲିସ କୌଣସି ସୁତ୍ରରୁ ଖବର ପାଇ ସାଳଭଙ୍ଗା ଜଙ୍ଗଲ ଠାରେ ସେମାନଙ୍କୁ ଅଟକାଇବା ସହ ୬ ଗୋଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରି ସେଥିମଧ୍ୟରୁ ୪୨ଟି ଗୋରୁ ଉଦ୍ଧାର କରିଥିବା ବେଳେ ୭ଜଣ ଗୋରୁ ବେପାରିଙ୍କୁ ଅଟକ ରଖିଛି । ସେମାନେ ହେଲେ ଆଠଗଡ ଅଂଚଳର ବିକାଶ ବେହେରା(୨୩),ଶେଷଦେବ ମୁଦୁଲି (୩୨), ପ୍ରକାଶ ମଲ୍ଲିକ(୨୪), କାନ୍ପୁର ଅଂଚଳର ସଦାନନ୍ଦ ନାୟକ(୨୩), ଟାଙ୍ଗି ଅଂଚଳର ମନୋଜ ଭୋଇ (୨୭) ଓ ଚମ୍ପେଶ୍ୱର ଗ୍ରାମର ନିକାସ ମଲ୍ଲିକ(୩୫) । ସମସ୍ତ ଗୋରୁଙ୍କୁ ଉଦ୍ଧାର କରି ପୋଲିସ କଦଳିଗୋଛା ଆଶ୍ରମରେ ଛାଡିଦେଇଥିବା ଜଣାପଡିଛି ।
Thursday, 2 August 2018
Tuesday, 31 July 2018
ଗୋ ହତ୍ୟା ଅଭିଯୋଗରେ ୨ ଗିରଫ
ବେଦବ୍ୟାସ, ୩୧ ।୭ : ରାଉରକେଲା ପୋଲିସ ଜିଲ୍ଲା ଅଧିନରେ ଥିବା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର କଲୁଙ୍ଗା ନିକଟରେ ଥିବା ମାରେଙ୍ଗପିଡି ଗ୍ରାମ ନିକଟରେ ଗତକାଲି କେତେକ ଲୋକ ଗୋଟିଏ ଗାଈକୁ କାଟି ମାଂସ ବାହାର କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ମୋହିତ କୁମାର ଏବଂ ଶଙ୍କର ସମେତ ଅନ୍ୟ ସହଯୋଗୀମାନେ ପହଞ୍ôଚ ଯାଇଥିଲେ । ବଜରଙ୍ଗ ଦଳର କର୍ମୀମାନଙ୍କୁ ଦେଖି ସମସ୍ତେ ପଳାଇ ଯାଇଥିବାବେଳେ ଗଣୋ ବାର୍ଲା ଏବଂ ଚମ୍ପା ଓରାମ ନାମକ ଦୁଇ ଜଣ ବ୍ୟକ୍ତି ଧରାପଡିଯାଇଥିଲେ । ପରେ ବଜରଙ୍ଗ ଦଳ କର୍ମୀମାନଙ୍କଠାରୁ ଖବର ପାଇ ପୋଲିସ ପହଞ୍ôଚ ୨ ଜଣ ଯାକ ଅଭିଯୁକ୍ତକୁ ଗିରଫ କରିବା ସହିତ ଗାଈର ମାଂସର ନମୁନା ପରୀକ୍ଷା ପାଇଁ ନେବା ପରେ କଟାଯାଇଥିବା ଗାଈଟିକୁ ମାଟିରେ ପୋତି ଦେଇଥିଲେ । ପୋଲିସ ଏନେଇ କେସ ନମ୍ବର ୧୫୫/ ୩୦-୭- ୧୮ ଭାରତୀୟ ଦଣ୍ଡ ବିଧାନ ଆଇନର ଧାରା ୨୯୪, ୫୦୬, ୪୨୯, ୪୩ ଏବଂ ଗୋହତ୍ୟା ନିବାରଣ ଆଇନର ଥାରା ୭(୧)ରେ ଏକ କେସ ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି ।
Monday, 23 July 2018
देश में मुसलमानों की तुलना में ‘गाय’ ज्यादा सुरक्षित है : शशि थरूर
July 23, 2018
भीडद्वारा हत्या पर शशि थरूर का बेतुका वक्तव्य
नई दिल्ली : अपनी बेबाक टिप्पणियों के लिए पहचाने जाने जाने वाले कांग्रेस के वरिष्ठ नेता शशि थरूर ने इस बार मॉब लिंचिंग को लेकर अपने एक लेख में उन्होंने लिखा है, कि इस देश में कई जगहों पर तो मुसलमान होने से बेहतर गाय होना है। अभी कुछ दिन पहले उन्होंने भारत को हिंदू पाकिस्तान बनने की बात कही थी।
अंग्रेजी समाचारपत्र में लिखे एक लेख में थरूर ने यह टिप्पणी की है। उन्होंने लिखा है कि, गृहमंत्री राजनाथ सिंह ने भाजपा शासन में मॉब लिंचिंग बढने की घटनाओं से इनकार किया है। और केंद्रीय मंत्री मुख्तार अब्बास नकवी कहते हैं कि देश में पिछले ४ वर्षों में कोई बड़ा सांप्रदायिक दंगा नहीं हुआ है। दोनों ही नेता गलत हैं।
उन्होंने लिखा है कि जब से भाजपा सत्ता में आई है, हिंदुत्व का झंडा लेकर चलने वाली ताकतों की वजह से देश में कई जगह हिंसाएं हुई हैं। २०१४ के बाद से अब तक अल्पसंख्यक विरोधी हिंसाओं में ३८९ लोग मारे जा चुके हैं और सैकडों घायल हुए हैं।
शशि थरूर ने लिखा है कि, पिछले ८ वर्षों में गोहत्या से संबंधित ७० हिंसक घटनाएं हुई हैं, जिनमें से ९७ फीसदी यानी ७० में से ६८ घटनाएं भाजपा के शासन में हुई हैं। इन घटनाओं में 28 लोग मारे जा चुके हैं और १३६ लोग घायल हुए हैं। इन घटनाओं में ८६ फीसदी शिकार लोग मुस्लिम हैं। थरूर ने लिखा है कि गोभक्तों के निशाने पर केवल मुस्लिम ही नहीं रहे हैं, दलित भी उनका शिकार बने हैं। उन्होंने लिखा है कि गृह मंत्रालय के राष्ट्रीय अपराध रिकॉर्ड ब्यूरो (एनसीआरबी) के रिकॉर्ड बताते हैं कि २०१४ से २०१६ के बीच देशभर में २८८५ सांप्रदायिक दंगे हुए हैं।
स्त्रोत : जी न्यूज
Monday, 2 July 2018
ଗୋ ଚାଲାଣକୁ ନେଇ ଉତ୍ତେଜନା
ବୀରମିତ୍ରପୁର, ୨ ।୭ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଞ୍ଚଳର ତଲସମରା ଗ୍ରାମ ଦେଇ କିଛି ଲୋକମାନେ ୭୦/୮୦ ଟି ଗାଈକୁ ଚାଲାଣ କରାଇ ହାତିବାଡି ନୂଆଁଗାକୁ ନେଉଥିବା ବେଳେ ହିନ୍ଦୁ ସେନାର କର୍ମୀମାନେ ଅଟକାଇଥିଲେ । ଗାଈ ନେଇଥିବା ଲୋକମାନେ କୌଣସି କାଗଜ ଦେଖାଇ ନପାରିବାରୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏ ସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ଗାଈ ନେଉଥିବା ଲୋକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
Tuesday, 5 June 2018
ଗୋଚାଲାଣ ବନ୍ଦ ଦାବିରେ ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧ
ରାଉରକେଲା, ୫ ।୬ : ଗତ ୨ ଦିନ ତଳେ ରାଉରକେଲାର ବିଭିନ୍ନ ସ୍ଥାନରୁ ୨ଟି ଗାଡିରେ ପଶ୍ଚିମବଙ୍ଗକୁ ବେଆଇନ ଗୋଚାଲାଣ ବେଳେ ବିଜେପିର ଯୁବ ନେତାମାନେ ଗାଡି ସମେତ ଗାଈଙ୍କୁ ଅଟକାଇଥିଲେ । ପରେ ପୋଲିସ ପହଞ୍ôଚ ସମସ୍ତ ଗାଈକୁ ଗୋଶାଳାକୁ ପଠାଇବା ସହିତ ଗାଡିକୁ ଜବତ କରିଥିଲା । ଗୋଚାଲାଣ କାରବାରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ କରିଥିଲେ । ତେବେ ଏହି ଗୋଚାଲାଣ କେସରେ ବିଜେଡିର ନେତା ତଥା ପୂର୍ବତନ କାଉନସିଲର ସୁବାଷ ସ୍ୱାଇଁଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ପ୍ରକାଶ କରି ବିଜେପିର ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ଏବଂ ଯୁବନେତା ଦୀପକ ତିୱାରୀଙ୍କ ନେତୃତ୍ୱରେ କର୍ମୀମାନେ ରାଉରକେଲା ଏସପିଙ୍କୁ ସାକ୍ଷାତ କରି ସଂପୃକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡ ଦେବା ସହିତ ବେଆଇନ ଗୋଚାଲାଣକୁ ମଧ୍ୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
Friday, 18 May 2018
Tuesday, 6 February 2018
अब गौमूत्र का उपयोग घातक बीमारियों के इलाज में करेगी उत्तर प्रदेश सरकार
Monday, February 5, 2018
अब गौमूत्र का उपयोग घातक बीमारियों के इलाज में करेगी उत्तर प्रदेश सरकार
February 5, 2018
फर्श क्लीनर बनाने के बाद उत्तर प्रदेश सरकार अब गौमूत्र से दवाएं बनाने की तयारी में लग गई है । आयुर्वेद विभाग के निदेशक आर आर चौधरी ने बताया कि उनके विभाग ने गौमूत्र का प्रयोग करके ८ दवाएं बनाई हैं, जो लीवर के रोग, जोडों के दर्द व रोग प्रतिरोधक दवाएं बनाने में काम आएंगी । प्रदेश में आयुर्वेद विभाग की दो फार्मेसी हैं, एक पीलीभीत में दूसरी लखनऊ में । इन दोनों जगहों पर कुछ निजी इकाइयाें के साथ गौमूत्र, गाय के घी व दूध से दवाएं तैयार की जा रही हैं ।
प्रदेश में बांदा, झांसी, मुज़फ्फरनगर, इलाहाबाद, वाराणसी, बरेली, लखनऊ व पीलीभीत में कुल ८ मेडिकल कॉलेज हैं । इन मेडिकल कॉलेजों में गोमूत्र व गाय के अन्य उत्पादों से बनी दवाइयां सप्लाई की जाती हैं ।
श्री चौधरी ने बताया कि गौमूत्र आयुर्वेद का महत्त्वपूर्ण अंग है । हमारा प्रयास है कि हम गौमूत्र व गाय से मिलने वाले अन्य उत्पादों जैसे घी, दूध इत्यादि का प्रयोग करके कई और तरह की दवाइयां बनाई जाएं ।
उन्होंने बताया कि इसमें समस्या ये है कि अभी तक प्रदेश में केवल दो फॉर्मेसी हैं, इसलिए अभी इन दवाओं का उत्पादन कम हो रहा है । हालांकि निजी क्षेत्र में कई कंपनियां गौमूत्र का प्रयोग करके दवाएं बनाने में लगी हैं, जो कि इन मेडिकल कॉलेजों को सप्लाई किया जाता है । विभाग अभी कुछ नई फॉर्मेसी खोलने वाला है और मेडिकल कॉलेजों में पोस्ट ग्रेजुएट व एमडी कार्यक्रम शुरू करेगा ।
स्त्रोत : न्युज १८
Subscribe to:
Posts (Atom)